ଆସିକା ,୩/୧୦(କାଳୁଚରଣ ପାତ୍ର ) : ଗାନ୍ଧି ଜୟନ୍ତୀ ବହୁତ ଆଡମ୍ବରରେ ପାଳନ କରାଯାଇଥିଲା ବ୍ଳକ ପରିସରର ଚତୁପାର୍ଶ୍ୱକୁ ସଫେଇ କରାଯାଇଥିଲା ।ଏବଂ ଗାନ୍ଧିଜିଙ୍କ ପ୍ରତି ଛବି ରଖି ନିରବ ପ୍ରାର୍ଥନା ସହ ଆମେ କେମିତି ଆମଦେସକୁ ସ୍ୱଛତାରେ ପରିଣତ କରିବା ଓ ଲୋକଙ୍କୁ ସେ ଉପରେ ସଚେତନ କରାଇବା ସେ ଉପରେ ସମସ୍ତ ଜିପିମନିଟର ମାନେ ଗାନ୍ଧିଜିଙ୍କ ପ୍ରତି ଛବି ଆଗରେ ସପଥ ପାଠ କରିଥିଲେ ।ଏହି ପାଳନରେ ଯୋଗ ଦେଇଥିଲେ ଆସିକା ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରି ରୋଶନ ସତ୍ ପଥି ,ଏ.ପି.ଓ.କୃଷ୍ଣଚନ୍ଦ୍ର ବେହେରା,ଅର୍ଥ ବିଭାଗ-କୃଷ୍ଣଚନ୍ଦ୍ର ପାତ୍ର,କନିଷ୍ଠ ଯନ୍ତ୍ରି (2)ନିଗମା ନନ୍ଦ ନାୟକ,ଜି.ପି.ମନିଟର ସମସ୍ତ ସଦଶ୍ୟ ତଥା – ଭଗବାନ ସ୍ୱାଇଁ, ସାଗରପାତ୍ର,କାଳୁଚରଣପାତ୍ର, ସୁରେନ୍ଦ୍ର ନାଥ ପାତ୍ର,ନ8ମ ଶିବାୟ ଆଚାରି,ସନାତନପଣ୍ଡା,ଅଶେସ ପଣ୍ଡା,ଶିବରାମଜେନା,ତୋଫାନ ସେଠୀ,ସତ୍ୟ ନାରାୟଣ ସେଠୀ,ଅନିଲ୍ ଜେନା ତାରିଣି ଚରଣ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।


















