ଆସ୍କା ,୩/୧୦(କାଳୁ ଚରଣ ପାତ୍ର) : ଆସ୍କା ହରିଡାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଣ୍ଟାପଡା ଗ୍ରାମ ରେ ଥିବା ମା ରତ୍ନମାଳା ଉଚ୍ଚ ବିଦ୍ୟାଳୟରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହ କର୍ମୀ ଓ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତି ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସର ଗାନ୍ଧିଜୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟା ଅର୍ପଣ କରିବା ସହିତ ଗାନ୍ଧିଜୀ ଙ୍କ ଚରିତ୍ର ଏବଂ ତାଙ୍କର ମହତ କାମ ଓଃ ବାଣୀ କୁ କିପରି ଆମ୍ଭେ ନିଜର ଜୀବନ ରେ ଆପଣାଇବା ତାହା ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ।


















