Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଉର୍ଣ୍ଣୟନ କାର୍ଯ୍ୟ ପାଇଁ ଅଞ୍ଚଳ ବାସି ପୂର୍ବ ସର୍ତ୍ତୁତା ଏଡାଇ ସଂଘଟନକୁ ସୁଦୃଢ କଲେ l

ଉର୍ଣ୍ଣୟନ କାର୍ଯ୍ୟ ପାଇଁ ଅଞ୍ଚଳ ବାସି ପୂର୍ବ ସର୍ତ୍ତୁତା ଏଡାଇ ସଂଘଟନକୁ ସୁଦୃଢ କଲେ l

276
ADVERTISEMENT

ବ୍ରହ୍ମପୁର,୨୭/୯(ଇ ରଞ୍ଜନ): ଦିଗପହଣ୍ଡି ବ୍ଲକ ର ଏକାଧିକ ଗ୍ରାମର ଶପଥ ପାଠ କରିବା ସହ ଶତ୍ରୁତା ଛାଡି ବିକାଶ କୁ ଆଗେଇ ନେବା ପାଇଁ ଏକତ୍ରିତରେ ବଡ଼ ସଂଘଟନ ର କରି ଉର୍ଣ୍ଣୟନ ମୂଳକ କାର୍ଯ୍ୟସମ୍ପାଦନ କରିବା ପାଇଁ ଅଞ୍ଚଳବାସିଙ୍କ ଏହା ଏକ ମୂଳଦାୟିତ୍ୱ ଭାବି ଏଭଳି ନିଷ୍ପତି ନେବା ମୁଖ୍ୟ ଅଂଶ ପାଲଟିଥିଲେ ଯୁବପିଢ଼ି ସେମାନଙ୍କ ଆୱାନ କ୍ରମେ ବୃଦ୍ଧି ଯିବି ଆନନ୍ଦିତ ରେ ଯୁବଶକ୍ତିର ଉଦ୍ୟମର ବିକାଶ ଶୁଭଙ୍କର ହେଉ ବୋଲି ଶୋଭାରେ ଯୋଗ ଦେଇଥିବା ବ୍ୟକ୍ତିମାନେ ମତ ପୋଷଣ କରି ପ୍ରଶଂସା ଦେବା ସହ ମିଳିତ ଅଭିଯାନ କୁ ଆଗେଇ ନେବା ପାଇଁ ବଡ଼ପଦା ନିକଟରେଥିବା ଉଦୟ ନାଥ ପୀଠରେ ସଂଘଟିତ ହୋଇଥିଲେ ଏଥିରେ ଫସିଗୁଡା ପଞ୍ଚାୟତ,ଭୀଷ୍ମଗିରି,ଟିକରପଡା ଅଞ୍ଚଳବାସି ଙ୍କ ମିଳିତ ଭାବେ ଶତାଧିକ ମନ୍ୟଗଣ ବୃଦ୍ଧିଯିବି ଉପସ୍ଥିତ ରହି ଏକ ସଭା ଆୟୋଜିତ ହୋଇ ସଫଳ କରିଥିଲେ ଏଥିରେ ନିଷ୍ପତିଥିଲା ପୂର୍ବ ଶତ୍ରୁତା କୁ ଏଡାଇ ସମସ୍ତେ ଏକ ହୋଇ ବିକାଶ ଦିଗକୁ ଆଗେଇ ନେବା ପାଇଁ କଠୋର ଆବୁମୂଖ୍ୟ ଗ୍ରହଣ କରିବା ପାଇଁ ଶପଥ ପାଠ କରିଥିଲେ । ଏହି ସଭା ରେ ସଭା ପରିଚାଳକ ସାଜିଥିଲେ ସିମାଞ୍ଚଳ ବିଶୋଇ , ସର୍ଗତ୍ ନରସିଂହ ବ୍ରହ୍ମା ଙ୍କ କନିଷ୍ଟ୍ ପୁତ୍ର ରାଜୀବ ବ୍ରହ୍ମା,ବୁଲୁ ବେହେରା, ଟୁନା ସେଠି, ମନୋଜ ସାହୁ,କୋଇବଲ ପାତ୍ର , ନିର ପାଣିଗ୍ରାହୀ , ବିଶୁନାଥା ବିଶ୍ବାଳ, ଚିନ୍ତା ମଣି ବିଶ୍ବାଳ, ସୀମା ବିଶ୍ବାଳ, ଥନୁ ପାତ୍ର , ବିପ୍ର ବେହେରା, ପବିତ୍ର ନାୟକ , ପେଣ୍ଡା ମଣ୍ଡଳ, ପାଣ୍ଡବ ପ୍ରଧାନ, ସନ୍ତୋଷ ପ୍ରଧାନ, ଜାଗିଲି ପ୍ରଧାନ ଏବଂ ଫାସିଗୁଡା ପଞ୍ଚାୟତ ର ପ୍ରାୟ ୩00 ଲୋକରୁ ଉର୍ଦ୍ଧ ଲୋକ ଉପସ୍ଥିତ ଥିଲେ । ଆଗରୁ ଥିବା ମନ ମାଳିନ ର ଆଜି ଅନ୍ତ ହୋଇଥିବା ରୁ ଆନନ୍ଦରେ ସମସ୍ତଙ୍କ ମନ ଉତ୍ଫୁଲିତ ହୋଇ ଉଟିଛି ସମସ୍ତେ ଏକାଠି ହୋଇ ନିଷ୍ପତ୍ତି ନେଇଛନ୍ତି ଆଗାମୀ ଦିନରେ ମିଳିମିଶି ଆଗକୁ ବଡ଼ିବା ପାଇଁ ଏକ ଯୁଗାନ୍ତ କାରି ପଦକ୍ଷପ ବୋଲି ସମସ୍ତଙ୍କ ମତପୋଷଣ

Advertisement