Thursday, September 17, 2026
ADVERTISEMENT
Home ଆଞ୍ଚଳିକ ସରକାର ପ୍ରତିଶୃତି ସଂଘରୋଧ ଅର୍ଥପାଇବା ପାଇଁ କୁକୁଡାଖଣ୍ଡି ବ୍ଲକ ରେ ପ୍ରଭାସୀଙ୍କ ଭିଡ଼ ବିଡ଼ିଓଙ୍କୁ ଦାବି...

ସରକାର ପ୍ରତିଶୃତି ସଂଘରୋଧ ଅର୍ଥପାଇବା ପାଇଁ କୁକୁଡାଖଣ୍ଡି ବ୍ଲକ ରେ ପ୍ରଭାସୀଙ୍କ ଭିଡ଼ ବିଡ଼ିଓଙ୍କୁ ଦାବି ପ୍ରଧାନ ବେଳେ ବଜେପିର ସହଯୋଗ

719
ADVERTISEMENT

କୁକୁଡାଖଣ୍ଡି,୨୧-୦୯-୨୦୨୦: କୁକୁଡାଖଣ୍ଡି ବ୍ଲକରେ ସୋମବାର ପୂର୍ବାହ୍ନ ସମୟରେ ସଂଘରୋଧ କେନ୍ଦ୍ର ରେ ଥିବା ଅନେକ ପ୍ରଭାସୀଙ୍କୁ କରୋନା ସମୟରେ  ସରକାର ବାହାର ରାଜ୍ୟରୁ ଆଣି କରୋନା କିଭଳି ବ୍ୟାପିବ ନାହିଁ ତାହାର ସୁରକ୍ଷା ନେଇ ଗ୍ରାମାଞ୍ଚଳର  ସଂଘରୋଧ କେନ୍ଦ୍ର ରଖି ବିଭିନ୍ନ ଅଞ୍ଚଳରେ ପ୍ରଭାସୀଲୋକଙ୍କୁ 21ଦିନର ଅତିଆବଶ୍ୟକ ସାମଗ୍ରୀ ସହ ଖାଦ୍ୟପେୟ ଦେଇ  କର୍ମନିଯୁକ୍ତି ଏବଂ 2 ହଜାରଟଙ୍କା ପ୍ରଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ ରାଜ୍ୟସରକାର ଏଥିରୁ  କର୍ମନିଯୁକ୍ତି ବାଦପଡ଼ିଥିବା ବେଳେ ଯେଉଁ 2ହଜାର ଅର୍ଥ ଘୋଷଣା ହୋଇଥିଲା ତାହା ମଧ୍ୟ କୁକୁଡାଖଣ୍ଡି ବ୍ଲକ ପ୍ରଶାସନ ଦେବାରେ ବିଫଳ ହୋଇଥିବା ଯୋଗୁଁ ବ୍ଲକ ଅନ୍ତର୍ଗତ  ନଳୀହାଡ଼ କୁକୁଡାଖଣ୍ଡି,ବୋରିଗାଁ ଅଞ୍ଚଳର ସଂଘରୋଧରେ ଥିବା ପ୍ରଭାସୀ ଶ୍ରମିକ ରୁଣ୍ଡହୋଇ ବ୍ଲକ ରେ ପଶିବା ସହ ବିଡ଼ିଓ ଙ୍କୁ ଟଙ୍କା ପ୍ରଧାନ କରିବା ପାଇଁ ଦାବିପତ୍ର ପ୍ରଧାନ କରି ଅନୁରୋଧ କରିଥିଲେ  ଏଭଳି କାର୍ଯ୍ୟରେ ବଜେପିର ସଦସ୍ୟ ଚିନ୍ମୟାନନ୍ଦ ଦାଶ  ସହଯୋଗ କରି ଶ୍ରମିକ ଙ୍କୁ ନିଜଅଞ୍ଚଳରେ ନିଯୁକ୍ତି ପ୍ରତିଶୃତି ବୁଲିଗଲେ ଏହା ସଙ୍ଗେସଙ୍ଗେ ସରକାର ଶ୍ରମିକଙ୍କୁ  ସଂଘରୋଧ ପ୍ରାପ୍ୟ ପ୍ରତିଶୃତି ମଧ୍ୟ ପ୍ରଶାସନ ଦେବାରେ ବୁଲିଗଲେ ବୋଲି ପ୍ରଚାର କରିଥିଲେ l

Advertisement