Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୋଭିଡ ଯୋଦ୍ଧା ସମ୍ବଦ୍ଧିତ।

କୋଭିଡ ଯୋଦ୍ଧା ସମ୍ବଦ୍ଧିତ।

204
ADVERTISEMENT

କୁକୁଡାଖଣ୍ଡି,୧୪/୯(ଇ.ରଞ୍ଜନ): ହୃଷିକେଶ ପାଢୀ ଫାଉଣ୍ଡେସନ ମୁମ୍ବାଇ ପକ୍ଷରୁ କୁକୁଡାଖଣ୍ଡି ବ୍ଲକର ଜଣେ କରୋନା ଯୋଦ୍ଧା ଙ୍କୁ ସମ୍ବଦ୍ଧିତ କରାଇଛି।କରୋନା ମହାମାରୀ ସମୟରେ କାଯ୍ୟଦକ୍ଷତା ପାଇଁ କୁକୁଡାଖଣ୍ଡିର ହିମାଂଶୁ ଶେଖର ପାଢୀ ଙ୍କୁ ମାନପତ୍ର ସହ ସମ୍ବଦ୍ଧିତ କରାଯାଇଛି।ଫାଉଣ୍ଡେସନର କେନ୍ଦ୍ରୀୟ ଚଳଚିତ୍ର ବୋର୍ଡ଼ ସଦସ୍ୟ ଶ୍ରୀକାନ୍ତ ପାଢୀ,ପୂର୍ବତନ ବରିଷ୍ଟ ଭେଷଜ ବିଷେଷଞ ଡ.ମିହିରକାନ୍ତ ପାଣିଗ୍ରାହୀ,ଖେମୁଣ୍ଡି ଓକିଲ ସଂଘ ଅଧକ୍ଷ ପରେଶ ଚନ୍ଦ୍ର ରଥ ,ରମାକାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ସମ୍ନାନିତ କରିଥିଲେ।

Advertisement