Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଆସିକା ବ୍ଳକ୍ ଅନ୍ତର୍ଗତ ବାବନ ପୁର ଗ୍ରାମ ପଞ୍ଚାୟତରେ ସ୍ୱଛ ଭାରତ ମିଶନ କାର୍ଯ୍ୟକ୍ରମ

ଆସିକା ବ୍ଳକ୍ ଅନ୍ତର୍ଗତ ବାବନ ପୁର ଗ୍ରାମ ପଞ୍ଚାୟତରେ ସ୍ୱଛ ଭାରତ ମିଶନ କାର୍ଯ୍ୟକ୍ରମ

323
ADVERTISEMENT

ଆସିକା,୯/୯(କାଳୁ ଚରଣ ପାତ୍ର ) : ଆସିକା ବ୍ଳକ୍ ଅନ୍ତର୍ଗତ ବାବନ ପୁର ଗ୍ରାମ ପଞ୍ଚାୟତରେ ଆଜି ତା-୯/୯ରିଖ ବୁଧବାର ଦିନ ଆସିକା ବ୍ଳକର ୨୭ଗୋଟି ଗ୍ରାମ ପଞ୍ଚାୟତର ସ୍ୱଛତା ଗ୍ରାହି(ଜି.ପି. ମନିଟର) ମାନଙ୍କ ତରଫରୁ ସ୍ୱଛ ଭାରତ ମିଶନ (ଗ୍ରାମିଣ)ର ଏକ ସ୍ୱଛତା ଅଭିଯାନର ସ୍ୱଛତା କାର୍ଯ୍ୟକ୍ରମ ତଥା-ବୃକ୍ଷ ରୋପଣ,ମାସ୍କ୍ ବଣ୍ଟନ,ସାନିଟାଇଜର,ପଲ୍ ସ ଚେକିଙ୍ଗ୍ ଓ ଅକ୍ସିମିଟର ତତ୍ ସହିତ ସୌଚାଳୟ ବ୍ୟବହାର ନିତିଦିନ କରିବା ପାଇଁ ଏକ କାର୍ଯ୍ୟକ୍ରମ ବାବନପୁର ଗ୍ରାମରେ ଅନୁଷ୍ଠିତ ହୋଇଜାଇଥିଲା ।ଏହି କାର୍ଯ୍ୟକ୍ରମରେ ଆସିକା ବ୍ଳକର ଗୋଷ୍ଠି ଉନ୍ନୟନ ଅଧିକାରି ରୋଶନ ଶତପଥି ସମେତ R. W. S. S କନିଷ୍ଠ ଯନ୍ତ୍ରି ଶ୍ରୀ N. ଶ୍ରୀନିବାସ ରାଓ ,କନିଷ୍ଠ ଯନ୍ତ୍ରୀ (୨)ନିଗମା ନନ୍ଦ ନାୟକ,,ସନ୍ତୋଷିନି ପ୍ରସାଦ ସରପଞ୍ଚ ଶ୍ରୀମତି ,ସୌଦାମିନି ନାୟକ, ଅନିଲ କୁମାର ନାୟକ ସହିତ ଆସିକା ବ୍ଳକ ଜି.ପି.ମନିଟର ସଂଘର ସଭାପତି ଶ୍ରୀ ଭଗବାନ ସ୍ୱାଇଁ,ସମ୍ପାଦକ ସାଗର କୁମାର ପାତ୍ର,ଗଞାମ ଜିଲ୍ଲା ସ୍ୱଛ ଭାରତ ମିଶନ ,ଜିଲ୍ଲା ମାଷ୍ଟ୍ର ଟ୍ରେନର ଶ୍ରୀ ତାରିଣି ଚରଣ ଭୂୟାଁ ,କାଳଶଣ୍ଢପୁର ଗ୍ରା.ପ.ଜି.ପି.ମନିଟର କାଳୁଚରଣ ପାତ୍ର ଓ ସେଥିରେ ଯୋଗ ଦେଇଥିବା ପ୍ରତ୍ୟେକ ଗ୍ରା.ପ.ର ମନିଟର ଯଥା- ନ8ମ ଶିବାୟ ଆଚାରି,ତୋଫାନ ସେଠି,ମନୋଜ ନାହାକ,ସନାତନପଣ୍ଡା,ଅନିଲ୍ ଜେନା,ସତ୍ୟନାରାୟଣ ସେଠି,ସୁରେନ୍ଦ୍ର ନାଥ ପାତ୍ର ସମେତ ବହୁ ସହୃଦୟ ସ୍ୱେଛା ପ୍ରେମି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Advertisement