ଢେଙ୍କାନାଳ କୈବଲ୍ୟ ବଜ଼ାର ମୁନସିପାଲଟି ପାରିବା ମାର୍କେଟ୍ ଅବସ୍ଥା ଘେରରେ

157
ADVERTISEMENT

ଢେଙ୍କାନାଳ,୩୦/୭(ନରେନ୍ଦ୍ର ଜେନା ) :ଢେଙ୍କାନାଳ କୈବଲ୍ୟ ବଜ଼ାର ମୁନସିପାଲଟି ପାରିବ ମାର୍କେଟ୍ ରେ ଲାଗିଥିବା ବୋଡ଼ଟି ନଷ୍ଟ ହୋଇ ଝୁଲୁଛି କେତେବେଳେ ଲୋକଙ୍କ ଯାତାୟାତ ବେଳେ ଲୋକଙ୍କ ଉପରେ ପଡିଲେ ଲୋକଙ୍କ ପ୍ରାଣ ହାନି ଘଟିପାରେ । ବର୍ଷା ଦିନେ କାଦୁଅରେ ଲୋକମାନଙ୍କର ପାରିବା କିଣିବାରେ ଅସୁବିଧା ହେଉଛି ପୌରପାଳିକା ଏହାକୁ ଅଣଦେଖା କରୁଛି ।ସ୍ଥାନୀୟ ବାସିନ୍ଧାଙ୍କ ଦାବି ଏହିକି ଯେ ଯଥା ଶୀଘ୍ର ଏହା ମରାମତି କରିଦିଆଯାଉ ।

Advertisement