Friday, November 6, 2026
ADVERTISEMENT
Home ଆଞ୍ଚଳିକ ବଡ଼କୁସ୍ଥଳୀ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଡ଼କୁସ୍ଥଳୀ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

244
ADVERTISEMENT

ବ୍ରହ୍ମପୁର,୨୬/୦୮(ଡ଼ି.ଏଚ) : କନିସି ତହସିଲ ଅଧିନସ୍ଥ ବଡ଼କୁସ୍ଥଳୀ ଆରଆଇ କାର୍ଯ୍ୟାଳୟ ପରିସରରେ R.I(ପୂର୍ଣଚନ୍ଦ୍ର ପ୍ରଧାନ)ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମିଳିତ ଭାବେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରିବେଶକୁ ସବୁଜ ସୁନ୍ଦର କରିବା ସହ ବୃକ୍ଷ ହେଉଛି ଆମ ଜୀବନର ପ୍ରକୃତ ବନ୍ଧୁ ସ୍ଲୋଗାନ ଦେଇ ବୃକ୍ଷ ରୋପଣ କରିଥିଲେ ।

Advertisement