ବ୍ରହ୍ମପୁର,୧୭/୮(କାଳୁଚରଣ ପାତ୍ର ) :ଆସିକା ବ୍ଳକ୍ ଅନ୍ତର୍ଗତ କାଳଶଣ୍ଢପୁର ଗ୍ରାମ ପଞ୍ଚାୟତରେ ଆଜି ସୋମବାରଦିନ ଆସିକା ବ୍ଳକର 27ଗୋଟି ଗ୍ରାମ ପଞ୍ଚାୟତର ସ୍ୱଛତା ଗ୍ରାହି(ଜି.ପି. ମନିଟର) ମାନଙ୍କ ତରଫରୁ ସ୍ୱଛ ଭାରତ ମିଶନ (ଗ୍ରାମିଣ)ର ଏକ ସ୍ୱଛତା ଅଭିଯାନର ସ୍ୱଛତା କାର୍ଯ୍ୟକ୍ରମ ତଥା-ବୃକ୍ଷ ରୋପଣ,ମାସ୍କ୍ ବଣ୍ଟନ,ସାନିଟାଇଜର ସହିତ ସୌଚାଳୟ ବ୍ୟବହାର ନିତିଦିନ କରିବା ପାଇଁ ଏକ କାର୍ଯ୍ୟକ୍ରମ କାଳଶଣ୍ଢପୁର ଗ୍ରାମରେ ଅନୁଷ୍ଠିତ ହୋଇଜାଇଥିଲା ।ଏହି କାର୍ଯ୍ୟକ୍ରମରେ ଆସିକା ବ୍ଳକର ଗୋଷ୍ଠି ଉନ୍ନୟନ ଅଧିକାରି ରୋଶନ ଶତପଥି ସମେତ R. W. S. S କନିଷ୍ଠ ଯନ୍ତ୍ରି ଶ୍ରୀ N. ଶ୍ରୀନିବାସ ରାଓ ,କନିଷ୍ଠ ଯନ୍ତ୍ରୀ (2)ନିଗମା ନନ୍ଦ ନାୟକ,ବିକ୍ରମ ପ୍ରଧାନ,ସନ୍ତୋଷିନି ପ୍ରସାଦ କାଳଶଣ୍ଢପୁର ସରପଞ୍ଚ ଶ୍ରୀ ଧନମାଳି ଶିୟ,ସହିତ ଆସିକା ବ୍ଳକ ଜି.ପି.ମନିଟର ସଂଘର ସଭାପତି ଶ୍ରୀ ଭଗବାନ ସ୍ୱାଇଁ,ସମ୍ପାଦକ ସାଗର କୁମାର ପାତ୍ର,ଗଞାମ ଜିଲ୍ଲା ସ୍ୱଛ ଭାରତ ମିଶନ ,ଜିଲ୍ଲା ମାଷ୍ଟ୍ର ଟ୍ରେନର ଶ୍ରୀ ତାରିଣି ଚରଣ ଭୂୟାଁ ,କାଳଶଣ୍ଢପୁର ଗ୍ରା.ପ.ଜି.ପି.ମନିଟର କାଳୁଚରଣ ପାତ୍ର ଓ ସେଥିରେ ଯୋଗ ଦେଇଥିବା ପ୍ରତ୍ୟେକ ଗ୍ରା.ପ.ର ମନିଟର ଯଥା- ନ8ମ ଶିବାୟ ଆଚାରି,ତୋଫାନ ସେଠି,ମନୋଜ ନାହାକ,ସନାତନପଣ୍ଡା,ଅନିଲ୍ ଜେନା,ସତ୍ୟନାରାୟଣ ସେଠି,ସୁରେନ୍ଦ୍ର ନାଥ ପାତ୍ର ସମେତ ବହୁ ସହୃଦୟ ସ୍ୱେଛା ପ୍ରେମି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


















