Friday, November 6, 2026
ADVERTISEMENT
Home ଆଞ୍ଚଳିକ ଯୁବ କଂଗ୍ରେସ ପକ୍ଷରୁ ଵ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଦାବିପତ୍ର ଦିଆଗଲା

ଯୁବ କଂଗ୍ରେସ ପକ୍ଷରୁ ଵ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଦାବିପତ୍ର ଦିଆଗଲା

175
ADVERTISEMENT

ବ୍ରହ୍ମପୁର ୧୭/୮(ସପନ ଦାସ) : ଯୁବ କଂଗ୍ରେସ ପକ୍ଷରୁ ସ୍ତାନୀୟ କଂଗ୍ରେସ ଭବନ ଠାରେ ଆଜି BJP ର ସମ୍ବିତ ପାତ୍ର ଙ୍କ କୁଶ ପୁତଳିକା ଦାହ କରାଯାଉଛି । କଂଗ୍ରେସର ସ୍ପୋକ ପେରସନ ରାଜୀବ ତ୍ୟାଗୀଙ୍କ ହତ୍ୟାକାରୀ ଭାବେ ବିବେଚିତ କରି ଯୁବ କଂଗ୍ରେସ ଵ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ବିତ ପାତ୍ରଙ୍କ କୁଶ ପୁତଳିକା ଦାହ କରିଛନ୍ତି ।

Advertisement