Friday, November 6, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ଅଞ୍ଚଳରେ କରୋନା ଆକ୍ରାନ୍ତ ଚି଼ହ୍ନଟ

କୁକୁଡାଖଣ୍ଡି ଅଞ୍ଚଳରେ କରୋନା ଆକ୍ରାନ୍ତ ଚି଼ହ୍ନଟ

211
ADVERTISEMENT

କୁକୁଡାଖଣ୍ଡି ,୧୩/୦୮,(ଇ.ରଞ୍ଜନ ) : କୁକୁଡାଖଣ୍ଡି ବ୍ଲକରେ ନୂତନ ଆକ୍ରାନ୍ତ ଚି଼ହ୍ନଟ ହୋଇସାରିଛି l ଆକ୍ରାନ୍ତ ଅଞ୍ଚଳ ଗୁଡିକ ବ୍ରହ୍ମପୁର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ୪ ପଞ୍ଚାୟତରେ ୭ ଜଣ ଆକ୍ରାନ୍ତ ଥିବା ସୂଚନା l ସେହି ଅଞ୍ଚଳ ଗୁଡିକ ଲାଠି ଗୋବିନ୍ଦ ବିହାରରେ ଜଣେ ଥିବାବେଳେ ଲୋଚାପଡ଼ା ବସନ୍ତ ବିହାର ଜଣେ ଏବଂ ନିମଖଣ୍ଡିରେ ମଧ୍ୟ ଜଣେ l ଏହି ସମସ୍ତ ପଞ୍ଚାୟତ ଠାରୁ ଉର୍ଦ୍ଧରେ ରହିଛି ଜଗଦଳପୁର ପଞ୍ଚାୟତ ଏଠାରୁ ୪ ଜଣ ଗ୍ରାମଭିତରେ ୩ ଜଣଥିବା ବେଳେ ଗ୍ରାମର ପାର୍ଶ୍ୱବର୍ତ୍ତୀ ହରିଜନ ଗ୍ରାମରେ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ସରକାର ପ୍ରଶାସନର ନଜର କରୋନା ରେଡ ଜୋନ ଅଞ୍ଚଳକୁ ଗ୍ରୀନ ଜୋନ କରିବା ପାଇଁ ନକ୍ସା ପ୍ରସ୍ତୁତ କରୁଥିବା ବେଳେ ଧିରେ ଧିରେ ଗ୍ରୀନଜୋନ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ଘାରିଛି ପ୍ରଶାସନକୁ ସେଭଳି ଜନ ସାଧାରଣ ମଧ୍ୟ କ୍ଷୁଦ୍ର ଓ ବଡ଼ ଵେବସାୟ ସମେତ ଗରିବଙ୍କ କର୍ମ କ୍ଷେତ୍ରରେ ବାଧା ସୃଷ୍ଟି ରହିଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି l

Advertisement