ଶ୍ରୀ ମନ୍ଦିରକୁ ପାନ ଖାଇ ଯିବାକୁ ମନା

170
ADVERTISEMENT


ପୁରୀ ,୩୦/୭ ଏଜେନସି : ଶ୍ରୀ ମନ୍ଦିରକୁ ପାନ ଖାଇ ଯିବାକୁ ମନା ! ସେବାୟତଙ୍କ ଠାରୁ ଭକ୍ତଙ୍କ ପର୍ଯ୍ୟନ୍ତ କେହି ପାନ ଖାଇ ମନ୍ଦିରରେ ପ୍ରବେଶ କରି ପାରିବେ ନାହିଁ । ଧରା ପଡିଲେ ୫ଶହ ଟଙ୍କା ପର୍ଯ୍ୟନ୍ତ ଜୋରିମାନା । ମନ୍ଦିର ପ୍ରଶାସନ ଦ୍ୱାରା ଆସନ୍ତା ଅଗଷ୍ଟ ୧ରୁ ଏହି କଟକଣା ଲାଗୁ ହେବ



Advertisement