କୋଦଳା,୬/୮(ସୂର୍ଯ୍ୟନାରାୟଣ ବଡୁ) : ଓଡ଼ିଶାର ମାନନୀୟ ମୁକ୍ଷ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସମଗ୍ର ରାଜ୍ୟରେ କୋଭିଡରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୁଧବାର ସନ୍ଧ୍ୟା ୬ ଘଣ୍ଟ ରେ ନିରବ ପ୍ରାର୍ଥନା ହୋଇଥିବ ଜଣାପଡ଼ିଛି ।କୋଦଳାର କର୍ତ୍ତବ୍ୟରତ ପୋଲିସ ମଧ୍ୟ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବସଷ୍ଟାଣ୍ଡ ସ୍ଥିତ ଚେକପୋଷ୍ଟ ସାମ୍ନାରେ ସନ୍ଧ୍ୟା ଛଅ ଘଣ୍ଟ ସମୟରେ ନିରବ ପ୍ରାର୍ଥନା କରିଥିଲେ ।


















