Monday, November 9, 2026
ADVERTISEMENT
Home ଆଞ୍ଚଳିକ ସଦରଥାନାରେ ପୋଲିସ୍ ପ୍ରଶାସନ ପକ୍ଷରୁ ନୀରବ ପ୍ରାର୍ଥନା

ସଦରଥାନାରେ ପୋଲିସ୍ ପ୍ରଶାସନ ପକ୍ଷରୁ ନୀରବ ପ୍ରାର୍ଥନା

181
ADVERTISEMENT

ବ୍ରହ୍ମପୁର,୬/୮(ଗୁରୁପ୍ରସାଦ ପଟନାୟକ) :ବର୍ତମାନ ସାରା ବିଶ୍ୱରେ କୋରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବୁଧବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଉର୍ଦ୍ଧେଶରେ ସନ୍ଧ୍ୟା ୬ଘଣ୍ଟା ସମୟରେ ଦୁଇ ମିନିଟ ପାଇଁ ସମୂହ ନିରବ ପ୍ରାର୍ଥନା କରାଯାଇଛି । ସଦର ଥାନା ଓ ନିମଖଣ୍ଡି ଫାଣ୍ଡି ଠାରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀ ମୃତ କୋଭିଡ ଯୋଦ୍ଧା ତଥା ପୋଲିସ୍ ପ୍ରଶାସନ,ଡାକ୍ତର,ସଫେଇ କର୍ମଚାରୀ, ସାମ୍ବାଦିକ ଏବଂ ବର୍ତ୍ତମାନ କାର୍ଯ୍ୟରତ ଥିବା କୋଭିଡ ଯୋଦ୍ଧାମାନଙ୍କ ପାଇଁ ୨ ମିନଟ ନିରବ ପ୍ରାର୍ଥନା କରିଛନ୍ତି । ଏହାକୁ ସଦର ଥାନା ଅଧିକାରିଣୀ ସନ୍ତୋଷିନି ଓରାମ ଏହାକୁ ପରିଚାଳନା କରିଥିଲେ ।

Advertisement