Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ପଶ୍ଚିମ ଓଡିଶା ଯୁବମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ପଶ୍ଚିମ ଓଡିଶା ଯୁବମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

212
ADVERTISEMENT

ବଲାଙ୍ଗୀର,୦ ୪/୦୮(ସୁନୀଲ ତ୍ରିପାଠୀ) : ସୋନପୁର ଜିଲ୍ଲା ବିନିକାଠାରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରରେ ମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବୁର୍ଲା ରକ୍ତ ଭଣ୍ଡାରକୁ ଦାନ କରାଯାଇଛି l ଏହି ଶିବିରକୁ ବିନିକା ତହସିଲଦାର ଅଲେଖ ଘୁଟଟା ଉଦଘାଟନ କରିଥିଲେ l ପଶ୍ଚିମ ଓଡିଶା ଯୁବମଞ୍ଚର ଆଡ଼ଭାଇଜର ଶାଶ୍ୱତ ତ୍ରିପାଠୀ, ବିନିକା ବିଡ଼ିଓ ନିରଞ୍ଜନ ନାଏକ, ବିନିକା ପୋଲିସ ଏସ ଆଇ ସୂର୍ଯ୍ୟକାନ୍ତ ସେଠି ଅତିଥି ଭାବରେ ଯୋଗ ଦେଇଥିଲେ l

Advertisement