Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଚାରାଧୀନ ବନ୍ଦିଙ୍କ ଆଣ୍ଟିଜେନ ଟେଷ୍ଟ

ବିଚାରାଧୀନ ବନ୍ଦିଙ୍କ ଆଣ୍ଟିଜେନ ଟେଷ୍ଟ

223
ADVERTISEMENT

କୋଦଳା,୨୪/୭(ସୂର୍ଯ୍ୟନାରାୟଣ ବଡୁ) : କୋଦଳା ସବଜେଲ ମଧ୍ୟରେ ଡାକ୍ତରୀ ଟିମ ଯାଇ ସମସ୍ତ ୧୨ ଜଣ କର୍ମକର୍ତ୍ତା ଓ ୬0 ଜଣ ବିଚାରାଧୀନ ବନ୍ଦିଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ଜଣାପଡ଼ିଛି ।କୋଦଳା ସବଜେଲ ଭିତରେ ୧୧6ଜଣ ରହିବା ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ୮ଜଣ ମହିଳା ବନ୍ଦି କୁ ମିଶାଇ ୨୫୪ ବନ୍ଦି ଅଛନ୍ତି । ସେମାନଙ୍କ ମଧ୍ୟ ରୁ ବିଭି୍ନ୍ନ ରୋଗ ର ଲକ୍ଷ୍ଯଣ ଥିବା ୬0 ବନ୍ଦିଙ୍କ ଡାକ୍ତରୀ ଟିମ ଦ୍ଵାରା ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ଜୈଲ ସୁପରିଟେଣ୍ଦେଣ୍ଟ ବିଭେନ୍ଦୁ ଭୂୟାଁ କହିଥିବା ବେଳେ ସେମାନଙ୍କ ରିପୋର୍ଟ ମିଳିନଥିବା ପ୍ରକାଶ କରିଥିଲେ ।ସେମାନଙ୍କ ରିପୋର୍ଟ ପାଇବା ପରେ ଉଚ୍ଚ ପଦସ୍ଥ ଅଫିସରଙ୍କ ନିର୍ଦ୍ଦେଶ ଅନୁଯାଇ କାର୍ଯ୍ୟ କରିବେ ବୋଲି ଜୈଲର କହିଛନ୍ତି ।ଡକ୍ଟର ଙ୍କ କହିବା ଅନୁଯାଇ ୬0ଜଣ ଙ୍କ ରିପୋର୍ଟ ମଧ୍ୟରୁ ୧୨ପଜେଟିଭ ବାହାରି ଅଛି ।

Advertisement