Monday, November 9, 2026
ADVERTISEMENT
Home ଆଞ୍ଚଳିକ ଶ୍ରୀ ଶମ୍ଭୁ ପ୍ରସାଦ ଆଚାର୍ଯ୍ୟଙ୍କ ଦେହାନ୍ତ

ଶ୍ରୀ ଶମ୍ଭୁ ପ୍ରସାଦ ଆଚାର୍ଯ୍ୟଙ୍କ ଦେହାନ୍ତ

198
ADVERTISEMENT

ବଲାଙ୍ଗୀର, ୨୩/୭(ସୁନୀଲ ତ୍ରିପାଠୀ) : ଆଜି ବଲାଙ୍ଗୀର ସହରର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ଶ୍ରୀ ଶମ୍ଭୁ ପ୍ରସାଦ ଆଚାର୍ଯ୍ୟଙ୍କ ବିୟୋଗ ଘଟିଛି l ସେ ରମାଇ ସିନେମା ହଲ ପାଖରେ ଥିବା ଜନତା ହୋଟେଲ ଏବଂ ବଲାଙ୍ଗୀରରେ ଗାୟତ୍ରୀ ପରିବାରର ପ୍ରତିଷ୍ଠାତା ଥିଲେ l ଗାୟତ୍ରୀ ପରିବାର ପକ୍ଷରୁ ସେ ସାରା ବଲାଙ୍ଗୀରରେ ଗାୟତ୍ରୀ ଧର୍ମର ବିଶ୍ୱ ଶାନ୍ତି ପ୍ରଚାର ଏବଂ ପ୍ରସାର କାର୍ଯ୍ୟରେ ନିଜ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବ୍ରତୀ ଥିଲେ lତାଙ୍କ ବିୟୋଗରେ ତାଙ୍କ ବନ୍ଧୁ ଏବଂ ଆତ୍ମୀୟ ମହଲରେ ଶୋକର ଛାୟା ଖେଳିଯାଇଛି l ସେ ରାମେଶ୍ୱର ନଗର ବାସିନ୍ଦା ଥିଲେ ଏବଂ ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହେଉଥିଲା l

Advertisement