ସାନଖେମୁଣ୍ଡି,୧୬/୭,(ସପନ ଦାସ): କରୋନା ମହାମାରୀ ସମୟରେ କଙ୍କୋରଡା ଗ୍ରାମ ରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ସମିତିସଭ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଶ୍ରୀଚୈତନ୍ୟ ଯୁବକ ସଂଘର ମିଳିତ ସହଯୋଗରେ ଆଜି କଙ୍କୋରଡା ଗ୍ରାମ ପଲ୍ଲୀ ସାହି ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ କୁ ସାନିଟାଇଜଙ୍ଗ୍ କରାଗଲା । ଏବଂ ଏଥି ସହ ଭୟାବହ ସମୟରେ ଯୁବ ସମିତି ସଭ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ନିଜେ ଉପସ୍ଥିତ ରହି ଜନସାଧାରଣ ମାନଙ୍କୁ ସଚେତନତାର ବାର୍ତ୍ତା ଦେଇ କାର୍ଯ୍ୟ ସମ୍ପନ୍ନ କରିଥିଲେ l


















