Friday, November 6, 2026
ADVERTISEMENT
Home ରାଜ୍ୟ ଭାରତ ଗଣତାନ୍ତ୍ରିକ ଯୁବ ଫେଡରସନ କମିଟି ତରଫରୁ ରାୟଗଡ଼ା ରେଳ ଷ୍ଟେସନ ସମୁଖରେ...

ଭାରତ ଗଣତାନ୍ତ୍ରିକ ଯୁବ ଫେଡରସନ କମିଟି ତରଫରୁ ରାୟଗଡ଼ା ରେଳ ଷ୍ଟେସନ ସମୁଖରେ ବିକ୍ଷୋଭ

446
ADVERTISEMENT

ରାୟଗଡା,୧୬/୭,(ଦରା କଣ୍ଡାଗରୀ) : ରାୟଗଡ଼ା ଜିଲ୍ଲାରେ (ଭାରତ ଗଣତାନ୍ତ୍ରିକ ଯୁବ ଫେଡରସନ) DYFI ରାୟଗଡା କମିଟି ତରଫରୁ ରାୟଗଡ଼ା ରେଳ ଷ୍ଟେସନରେ, ଭାରତୀୟ ରେଳବିଭାଗ ଘୋରେଇକଣ କରିବା ବିରୁଦ୍ଧରେ ଓ ଦେଶର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦାବି । ରାୟଗଡ଼ା ରେଳ ଷ୍ଟେସନ ସମ୍ମୁଖରେ କେନ୍ଦ୍ରସରକାର , ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ । ରାୟଗଡ଼ା ଷ୍ଟେସନମ୍ୟାନେଜରଙ୍କୁ କେନ୍ଦ୍ରରେଳ ମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ସଂଘର ସଭାପତି ଓ ଜିତେନ୍ଦ୍ର ଜେନା,ବି ନିକଲେସ,ରାଜ ଦିଫ,ଅନ୍ୟାନ୍ୟ ସମସ୍ତେ ଉପସ୍ଥିତ ଥିଲେ।

Advertisement