ପାତ୍ରପୁର,୧୬/୭,(ଋଷିକେଶ ବେହେରା ) :ପାତ୍ରପୁର ବ୍ଲକରେ ୧୩ଜଣ କରୋନା ପଜିଟିଭ ଚିନ୍ନଟ ହୋଇଛି । ଵି. ନୂଆଗାଁ ପଞ୍ଚାୟତରେ ଥିବା ସମସ୍ତ କିରାନୀ ମାନଙ୍କୁ କରୋନା ଟେଷ୍ଟ କରାଯାଇଥିଲା । ଆଜି ୪ ଜଣ କରୋନା ପୋଜିଟିଭ ଚିନ୍ନଟ ହୋଇଥିବାବେଳେ ବ୍ଲକ ଅନ୍ତର୍ଗତ ରେଡ ଜୋନ ଅଞ୍ଚଳ ପାତ୍ରପୁର ୨ଜଣ, କୋଳିହଲା ଜଣେ, ନନ୍ଦିଗାଁରେ ୨ଜଣ, ଜରଡ଼ା ୨ଜଣ ନୂଆପେଣ୍ଠ ୨ଜଣ ଖାରିଆଗୁଡା ପଞ୍ଚାୟତକୁ ସଡ଼ଡାଉନ ଘୋଷଣା କରିଥିବା ବିଡ଼ିଓ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

















