Friday, November 6, 2026
ADVERTISEMENT
Home ଆଞ୍ଚଳିକ ସୋନପୁର ପଞ୍ଚାୟତ ସଟଡାଉନ ଘୋଷଣା କଲେ ସରପଞ୍ଚ

ସୋନପୁର ପଞ୍ଚାୟତ ସଟଡାଉନ ଘୋଷଣା କଲେ ସରପଞ୍ଚ

236
ADVERTISEMENT

ଚିକିଟି,୧୬/୭,(ରୁଷିକେଶ ବେହେରା ) : ଚିକିଟି ବ୍ଲକ ସୋନପୁର ପଞ୍ଚାୟତକୁ ଆସନ୍ତା ୧୫ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସରପଞ୍ଚ ମଞ୍ଜୁଳା ବେହେରା ସଡଡାଉନ ଘୋଷଣା କରିଛନ୍ତି । ସୋନପୁର ୪ ଜଣ କରୋନା ପଜିଟିଭ ଚିନ୍ନଟ ହେବାପରେ ଆଗକୁ ସଂକ୍ରମଣ ନହେବା ପାଇଁ ସେ ନେଇ ସଚେତନତା କରିବାଏବଂ ଏହାକୁ ଆଖିଆଗରେ ରଖି ଆଗୁଆ ସଡ଼ଡାଉନ ଘୋଷଣା କରିଛନ୍ତି । ଅତି ଆବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବା ଓ ଦୂରତା ବଜାୟ ରଖିବାକୁ ପଡିବ, ମାସ୍କ ପିନ୍ଧିବା ବାଧ୍ୟ୍ୟତା ମୂଳକ, ଖାଦ୍ୟ ଖାଇବା ପୂର୍ବରୁ ହାତ ଧଇ ଖାଇବାକୁ ପଡିବ, ଘରୁ ନବାହାରିବାକୁ ଗ୍ରାମବାସିଙ୍କୁ ମାନଙ୍କୁ ପରମର୍ସ ଦିଆଯାଇଛି । ଅତି ଆବଶ୍ୟକ ସ୍ଥଳେ ମେଡିକାଲ ଖଲାଯାଇପାରିବ ଓ ଅନ୍ୟନ୍ୟ ସବୁ ଦୋକାନ ବନ୍ଦ ରହିବା ପାଇଁ ପରାମର୍ଶ ଦିଆଯାଇଛି । ନଚେତ ଦୃଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ଗଞ୍ଜାମ ଜ଼ିଲ୍ଲାପାଳ/ଛତ୍ରପୁର, ଉପଜ଼ିଲ୍ଲାପାଳ /ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚିକିଟି ପଞ୍ଚାୟତ ସମିତି ଅଧିକାରି, ତହସିଲଦାର, ଗୋଳନ୍ଥରା ଥାନା, ଆଇ. ଆଇ.ସି /ମେରାଇନ ଥାନା ସୋନପୁର ଗଞ୍ଜାମ ଅବଗତ ତଥା ଵିଧିକାର୍ଯାନୁଷ୍ଠାନ ନିମନ୍ତେ ପ୍ରେରଣା ଦେଇଛନ୍ତି ।

Advertisement