ବ୍ରହ୍ମପୁର,୧୫/୭(ବିଶ୍ୱରଞ୍ଜନ) : ଵ୍ରହ୍ମପୁର ସହର ମହାନଗର ନିଗମ ତଥା ବିଏମସି ର ବଡ ବାବୁ ଉପେନ୍ଦ୍ର ମାଝିଙ୍କ ଗତ କାଲି ରାତିରେ କୋଭିଡ ହସ୍ପିଟାଲ ରେ ମୃତ୍ୟୁ ଘଟିଛି । ସେ ୪ ଦିନ ପୁର୍ବେ ପୋଜିଟିଭ ହୋଇ କୋଭିଡ ହସ୍ପିଟାଲ ରେ ଭର୍ତି ହୋଇଥିଲେ । ବିଏମସି ବର୍ତମାନ ଆହୁରି କିଛି କର୍ମଚାରୀ ପୋଜିଟିଭ ହୋଇଥିବା ସୂଚନା ।

















