Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ଜିଲ୍ଲାପାଳ ଖାଦ୍ୟର ମାନ ପରଖିଲେ

ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ଜିଲ୍ଲାପାଳ ଖାଦ୍ୟର ମାନ ପରଖିଲେ

293
ADVERTISEMENT

ବ୍ରହ୍ମପୁର,୧୧/୦୭(ଗୁରୁ ପ୍ରସାଦ ପଟ୍ଟନାୟକ): ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ରହୁଥିବା ରୋଗୀ ମାନଙ୍କୁ ଉର୍ନତ ଧରଣର ଖାଦ୍ୟ ମିଳୁନଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଆଜି ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗୀ ନିଜେ କୋଭିଡ ହସ୍ପିଟାଲ ର ପରିଦର୍ଶନ କରିବା ସହ ସେଠାକାର ଖାଦ୍ୟ ସେବନ କରିଥିଲେ ଏବଂ ଏହା ଉକୃଷ୍ଟ ଧରଣର ବୋଲି ଟ୍ୱଇଟ ଯୋଗେ ଜଣାଇଛନ୍ତି l

Advertisement