କୁକୁଡ଼ାଖଣ୍ଡି ,୧୧/୦୭ (ଇ.ରଞ୍ଜନ): କୁକୁଡ଼ାଖଣ୍ଡି ପୂର୍ବରୁ ସେ ସମରଝୋଳ ଗ୍ରାମର ମୃତ୍ୟୁ ବ୍ୟକ୍ତିଙ୍କ ପରିବାର ସଂପର୍ଶରେ ଆସିଥିବା ସୂଚନା ମିଳିଛି। ଦୟାପଲ୍ଲୀରେ କରୋନା ପଜିଟିଭ୍ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣ କୋରନା ଯୋଦ୍ଧା ରହିଛନ୍ତି। ସେ ହେଲେ ଦୟାପଲ୍ଲୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବଡ ସାହିର କରୋନା ପଜିଟିଭି ବାହାରିବା ନେଇ ସନ୍ଦେହ ହେଇଛି ବୋଲି ତହସିଲଦାର ସୂଚନା ଦେଇଛନ୍ତି l ଖବର ପାଇ କୋଭିଡି -୧୯ ଦ୍ୱାରା ହିଞିଳିକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ମିଳୁଛି l ଏହି କରୋନା ସଂନ୍ଧିଗ୍ଧ ଘରର ଅଡୋଶୀ ଓ ପଡୋଶୀ କୁ ପଚାରି ବୁଝିଥିଲେ ସେ କୁଆଡ଼େ ଯାଇଥିଲେ। ସେହିଇ ପରିବାର ଲୋକେ ୧୫ ଦିନିଆ ପାଇଁ ସଟଡ଼ାଉନ ଘୋଷଣା ପରେ ଘରୁ ବାହାରକୁ ନ ଆସିବା ପାଇଁ କହିଥିଲେ। ଏଥିରେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ନେତୃତ୍ୱରେ ତହସିଲଦାର ଗୋପିନାଥ କୁଅଁର ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ସ୍ଥାନୀୟ ସରପଞ୍ଚ ବି.ଆପୋୟା ପ୍ରମୁଖ ଉପସ୍ଥିତରେ ଅଞ୍ଚଳରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା ବେଳେ ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମଚାରୀ ଉପସ୍ଥିତ ଥିଲେ।


















