ବିଶିଷ୍ଟ ଶିକ୍ଷାବିତ ମନୋଜ ପଣ୍ଡାଙ୍କ ଦେହାନ୍ତ

326
ADVERTISEMENT

ବଲାଙ୍ଗୀର,୦୯-୦୭-୨୦୨୦{ସୁନୀଲ ତ୍ରିପାଠୀ}: ବଲାଙ୍ଗିରର ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ତଥା ସାରଳା ପୁରସ୍କାର ବିଜେତା ମନୋଜ ପଣ୍ଡାଙ୍କ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆକସ୍ମିକ ବିୟୋଗ ହୋଇଯାଇଛି l ତାଙ୍କର ଆକସ୍ମିକ ବିୟୋଗରେ ବଲାଙ୍ଗୀର ସ୍ତବ୍ଧ l

Advertisement