Friday, November 6, 2026
ADVERTISEMENT
Home ଆଞ୍ଚଳିକ ବ୍ୟବସାୟୀଙ୍କ ଠାରୁ ୭ହଜାର ଲୁଟ

ବ୍ୟବସାୟୀଙ୍କ ଠାରୁ ୭ହଜାର ଲୁଟ

181
ADVERTISEMENT

କୁକୁଡ଼ାଖଣ୍ଡି,୯/୭(ଇ.ରଞ୍ଜନ) :-ପୁଣି ସଦର ଥାନା ଅଂଚଳ ରେ ବଢୁଛି ଲୁଟ,ସକାଳୁ ସକାଳ ୫.୩୦ସମୟରେ ଜଣେ ବ୍ୟବସାୟୀଙ୍କୁ ବାଟରେ ଅଟକାଇ ଛୁରୀ ଦେଖାଇ ତାଙ୍କଠୁଁ ୭ହଜାର ଟଙ୍କା ନେଇଯାଇଥିବା ଜଣାପଡିଛି । ଜଗଦଳପୁରର ବ୍ୟବସାୟୀ ଜଣକ ବୁଧବାର ସକାଳୁ ୫.୩୦ରେ ନିଜ ଗାଡିରେ ବ୍ରହ୍ମପୁରକୁ ଦୋକାନ ପାଇଁ ଜିନିଷ ଆଣିବାକୁ ଯାଉଥିବା ବେଳେ କିଛି ଦୁର୍ବୁତ୍ତ ଆସି ଛୁରୀ ଦେଖାଇ ମାରିଦେବାକୁ ଧମକ ଦେଇ ଟଙ୍କା ଲୁଟିନେଇଥିଲେ, ଏହି ସମୟ ସଟଡାଉନ ରହୁଥିବାରୁ ପୋଲିସରେ ଅଭିଯୋଗ କରିବାକୁ ପଛଘୁଞ୍ଚା ହେଉଛନ୍ତି ଲୋକେ ।ଏହିପରି ଆତଙ୍କରାଜ ବଢୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Advertisement