Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଗଞାମରେ ପୋଲିସ ଡିଜିଙ୍କ କୋଭିଡ୍ ପରିଚାଳନା ସମୀକ୍ଷା

ଗଞାମରେ ପୋଲିସ ଡିଜିଙ୍କ କୋଭିଡ୍ ପରିଚାଳନା ସମୀକ୍ଷା

206
ADVERTISEMENT

ବ୍ରହ୍ମପୁର, ୯/୭(ସୁଦାମ ମହାରଣା) :ଓଡିଶା ପୋଲିସ ଡିଜି ଅଭୟ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲାରେ ପହଛନ୍ତି ।ଛତ୍ରପୁର ସ୍ଥିତ ଗଞ୍ଜାମ ଏସ୍ ପି ଙ୍କ ସମ୍ମିଳନୀ କକ୍ଷରେ କୋଭିଡ୍-୧୯ ପରିଚାଳନା ଓ ଗାଇଡଲାଇନ କାର୍ଯ୍ୟକାରୀ ସମ୍ପର୍କିତରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଦକ୍ଷିଣାଞ୍ଚଳ ଡିଆଜି ସତ୍ୟବ୍ରତ ଭୋଇ,ଗଞ୍ଜାମ ଏସ୍ ପି ବ୍ରିଜେଶ ରଏ,ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର ଉପସ୍ଥିତ ଥିଲେ।

Advertisement