Friday, November 6, 2026
ADVERTISEMENT
Home ଆଞ୍ଚଳିକ ୨ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଙ୍କୁ କରୋନା ଆକ୍ରାନ୍ତ

୨ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଙ୍କୁ କରୋନା ଆକ୍ରାନ୍ତ

533
ADVERTISEMENT

ବ୍ରହ୍ମପୁର,୭/୭(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟରତ ୨ ଡାକ୍ତର ଏବଂ ଜଣେ ଫାର୍ମାସିଷ୍ଟଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ।ବର୍ତ୍ତମାନ ଏହି ସ୍ବାସ୍ଥ୍ୟ କେନ୍ଦ୍ର ର ଆକ୍ରାନ୍ତ ସଖ୍ୟା ୪ରେ ପହଞ୍ଚିଛି। ଏହି ୩ଜଣଙ୍କ ସ୍ବାବ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ରୁ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଏହି ହସ୍ପିଟାଲର ଅନ୍ୟ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଙ୍କୁ ମଧ୍ୟ କୋଭିଡ୍ ମେଡିକାଲକୁ ପଠାଯାଇଛି।

Advertisement