Sunday, September 27, 2026
ADVERTISEMENT
Home ଆଞ୍ଚଳିକ ବାଇକ ମୁହାଁମୁହିଁ ଘଟଣା ସ୍ଥଳରେ ବାପଝିଅ ମୃତ୍ୟୁ

ବାଇକ ମୁହାଁମୁହିଁ ଘଟଣା ସ୍ଥଳରେ ବାପଝିଅ ମୃତ୍ୟୁ

340
ADVERTISEMENT

କନ୍ଧମାଳ, ୬ା୭ (ସୁରେଶ କୁମାର ପଣ୍ଡା) : କନ୍ଧମାଳ ବାଲିଗୁଡ଼ା ଥାନା ଅନ୍ତର୍ଗତ ତଗାକିଆ ଠାରେ ସକାଳେ ଗାଧେଇ ଯିବା ବେଳେ ଏକ ମେଜିକ ଗାଡ଼ି ଧକ୍କାରେ ବୃଦ୍ଧ ମୃତ୍ୟୁ କରିଥିଲେ ଏହାର ଖବର ପାଇ ନାତି ବାଲିଗୁଡ଼ା ମେଡ଼ିକାଲ ଯାଉଥିଲା ଗଲା ବେଳେ ଜକିକିଆ ଠାରେ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ଘଟଣା ସ୍ଥଳରେ ବାପଝିଅ ମୃତ୍ୟୁ ହୋଇଛି ବାପା ବିପ୍ରବର ସାହୁ, ମା ସସ୍ମିତା ସାହୁ, ବାସନ୍ତୀ ସାହୁ ଝିଅ ପାରିଗଡ଼ରୁ ସାରଙ୍ଗଡ଼ ପଞ୍ଚାୟତ ସଲାଗୁଡ଼ା ଗ୍ରାମକୁ ଯାଉଥିଲେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି ଓ ଅନ୍ୟ ଜଣକୁ ମଧ୍ୟ ବାଲିଗୁଡ଼ା ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ଡାକ୍ତର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ନିଆଯାଇଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Advertisement