Sunday, September 27, 2026
ADVERTISEMENT
Home ଆଞ୍ଚଳିକ ଗାଧେଇ ଯିବା ବେଳେ ଦୁର୍ଘଟଣାରେ ବୃଦ୍ଧ ଗୁରୁତର

ଗାଧେଇ ଯିବା ବେଳେ ଦୁର୍ଘଟଣାରେ ବୃଦ୍ଧ ଗୁରୁତର

302
ADVERTISEMENT

କନ୍ଧମାଳ, ୬ା୭ ( ସୁରେଶ କୁମାର ପଣ୍ଡା) : କନ୍ଧମାଳ ବାଲିଗୁଡ଼ା ଥାନା ବାଟାଗୁଡ଼ା ଗ୍ରାମପଞ୍ଚାୟତ ତଗାକିଆ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲିଗୁଡ଼ାରୁ କୋଟଗଡ଼ ଯିବା ବେଳେ ଏକ ଟାଟା ୧୦୭ଗାଡ଼ି ନମ୍ବର ଓଡି ୧୨ସି୬୭୧୧ବୃଦ୍ଧ ପ୍ରହ୍ଲାଦ ମଳିକ ବୟସ ୭0ଗାଧେଇ ଯିବାବେଳେ ଦୁର୍ଘଟଣା ହୋଇଥିଲା ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି ଗାଡ଼ିର ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Advertisement