ବଲାଙ୍ଗୀର, ୩ ।୭(ସୁନୀଲ ତ୍ରିପାଠୀ): ପ୍ରଶାସନର ଅଜବ ନିୟମ । ବଲାଙ୍ଗୀର ଜିଲ୍ଲା ସହରାଞ୍ଚଳରେ ଦେଖିବାକୁ ମିଳୁଛି । ଦୋକାନ ବଜାର ସବୁ ମଲ ଖୋଲା ଅଛି କିନ୍ତୁ ପାନ ଦୋକାନ ଚା ଦୋକାନ କୁ ଛାଡି । ଏଠାରେ ପ୍ରଶ୍ନ ଉଠୁଛି: ଯଦିଓ ସେମାନେ ସୋସିଆଲ ଡିଷ୍ଟେନସ ମେଂଟେନ କରୁଛନ୍ତି ଚା ଦୋକାନ ପାନ ଦୋକାନ; ପ୍ରଶାସନର ନିୟମ ମାନିବେନିକାହିଁକି? ଏଥିରୁ ଜଣ ପଡୁଛି ଯେ ଛୋଟ ଛୋଟ ବ୍ୟବସାୟୀଙ୍କ ପ୍ରତି ପ୍ରଶାସନର ତିଳେ ମାତ୍ର ଚିନ୍ତା ନାହିଁ ।


















