Sunday, September 27, 2026
ADVERTISEMENT
Home ଆଞ୍ଚଳିକ ସରକାରଙ୍କ ଦୃଷ୍ଟି ପଡିବ କେବେ ?

ସରକାରଙ୍କ ଦୃଷ୍ଟି ପଡିବ କେବେ ?

271
ADVERTISEMENT


କନ୍ଧମାଳ, ୩ ।୭(ସୁରେଶ ପଣ୍ଡା): ଦରା କଣ୍ଡାଗରୀ-ଜିଲ୍ଲା ରାୟଗଡ଼ା ତା -୩-୭-୨୦ ଆଜି ସକାଳୁ ହାଟସେସୀକାଲ ରୁ କିଲମିସଗୁଡା କୁ ନାଗାବଳୀ ନଦୀ ରେ ଶଗଡ଼ ଗାଡ଼ି ରେ ସିମେଣ୍ଟ ନେବା ର ଏକ ଦ୍ରୃଶ୍ୟ। ଏହି ସିମେଣ୍ଟ ସରକାର ଅଙ୍ଗନବାଡ଼ି ଘର ତିଆରି ପାଇଁ ନିଆଁ ଯାଉଛି। ଏହା ଦେଖିଲା ପରେ ତୁମେ ଅନୁମାନ କର ସେହି ଅଞ୍ଚଳର ସବୁ ଲୋକ ବର୍ଷାଦିନ ରେ ତାଙ୍କର ଜିନିଷ ପତ୍ର କିଣି କିପରି ନଦୀ ପାର କରୁଥିବେ। ଏହି ଲୋକଙ୍କ ପାଇଁ ଠିକ୍ ସମୟରେ ଭrସୟଶର କାମ କାର୍ୟ୍ୟକାରୀ ହେବାକୁ ହେବ। ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ କାର୍ୟ୍ୟ ଶେଷ ହେବାକୁ ଦରକାର।

Advertisement