Friday, November 6, 2026
ADVERTISEMENT
Home ଆଞ୍ଚଳିକ ବଜ୍ରପାତରେ ସ୍ୱାମୀ ସ୍ତ୍ରୀ ମୃତ

ବଜ୍ରପାତରେ ସ୍ୱାମୀ ସ୍ତ୍ରୀ ମୃତ

366
ADVERTISEMENT


ବଲାଙ୍ଗୀର, ୨୯।୬ ( ସୁନୀଲ ତ୍ରିପାଠୀ): ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରୁ ଏକ ଦୁଃଖଦ ଖବର ଆସି ପହଂଚିଛି । ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ର ଜଳପକେଟ ଗ୍ରାମରେ ବଜ୍ରପାତରେ ସ୍ୱାମୀ ଓ ସ୍ତ୍ରୀ ‘କୁମାରୀ ପଟେଲ ଉଭୟ ନିଜ ବିଲକୁ ଯାଇଥିବା ବେଳେ ହଠାତ ବଜ୍ରପାତରେ ହୋଇ ଉଭୟଙ୍କୁ ବିଜୁଳି ମାରିଥିଲା । ଘଟଣାସ୍ଥଳରେ କୁମାରୀ ର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଶତ୍ରୁଘନ ଗୁରୁତର ଆଘାତ ହୋଇ ପଟଣାଗଡ଼ ଡାକ୍ତର ଖାନାରେ ଭର୍ତି ହୋଇଥିଲେ । ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଖବର ପ୍ରଚାରିତ ହେବ। ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ।

Advertisement