Friday, November 6, 2026
ADVERTISEMENT
Home ଆଞ୍ଚଳିକ ୨୦ ଜିଲ୍ଲାକୁ ସତର୍କ ସୂଚନା

୨୦ ଜିଲ୍ଲାକୁ ସତର୍କ ସୂଚନା

318
ADVERTISEMENT


ବଲାଙ୍ଗୀର, ୨୯।୬ (ସୁନିଲ୍ କୁମାର ତ୍ରିପାଠୀ): ଆଜି ରାଜ୍ୟର ୨୦ଟି ଜିଲ୍ଲାରେ ବର୍ଷା ହେବା ସହିତ ଜୋରରେ ବିଜୁଳି ମାରିବାର ସମ୍ଭାବନା ଅଛି l ଏ ନେଇ ବଲାଙ୍ଗୀର ସହିତ ୨୦ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ l

Advertisement