Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗୋପାଲଜୀ ମନ୍ଦିର ପରିସର ଭିତରେ ରଥ ଯାତ୍ରା ସମ୍ପନ୍ନ

ଗୋପାଲଜୀ ମନ୍ଦିର ପରିସର ଭିତରେ ରଥ ଯାତ୍ରା ସମ୍ପନ୍ନ

244
ADVERTISEMENT


ବଲାଙ୍ଗୀର, ୨୪।୬(ଦେବବ୍ରତ ଗୁରୁ):ବଲାଙ୍ଗୀର ବଲାଙ୍ଗୀର ଗୋପାଲଜି ମନ୍ଦିର ପରିସର ଭିତରେ ରଥ ଯାତ୍ରା ସମ୍ପନ୍ନ ହୋଇଯାଇଛି । କୋବିଡ଼ ୧୯ କଟକଣା ନିୟମ ମାନି ଶାନ୍ତି ଶୃଙ୍ଖଳାରେ ଉପ ଜିଲ୍ଲାପାଳ ଶ୍ରୀ ସଂଜୟ ମିଶ୍ର ଙ୍କ ଉପସ୍ଥିତିରେ ରଥ ଯାତ୍ରା ସମ୍ପୂର୍ଣ୍ଣ କରାଗଲା ।

Advertisement