Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଟିକାବାଲି ବ୍ଲକରେ ଧାନ ବିହନ ବଣ୍ଟନ

ଟିକାବାଲି ବ୍ଲକରେ ଧାନ ବିହନ ବଣ୍ଟନ

329
ADVERTISEMENT

ଟିକାବାଲି, ୨୩।୬(ଅନନ୍ତ କୁମାର ଦିଗାଲ) :କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗୁଟିଙ୍ଗିଆ ଗ୍ରାମପଞ୍ଚାୟତ ସ୍ଥିତ କୃଷି କାର୍ଯ୍ୟାଳୟ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ ସ୍ଥାନୀୟ ଅଚଂଳ ର ଚାଷୀ ମାନଙ୍କୁ ଚଳିତ ବର୍ଷ ର ଧାନଚାଷ ପାଇଁ ବିଭିନ୍ନ କିଷମର ଧାନ ବିହନ ବଣ୍ଟନ କୁ ଆନୁଷ୍ଠାନିକ ଭାବେ ବଣ୍ଟନ କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ସୁଦୀପ୍ତା ପ୍ରଧାନ ଙ୍କ ସହ ଅନେକ ମହିଳା ଏବଂ ପୁରୁଷ ଚାଷୀ ମାନେ ଧାନ ବିହନ ଗ୍ରହଣ କରିଥିଲେ।

Advertisement