ଦାରିଙ୍ଗବାଡ଼ି ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା।

1580
ADVERTISEMENT

କନ୍ଧମାଳ,୨୧-୦୬ {ସୁରେଶ କୁମାର ପଣ୍ଡା}: ଦାରିଙ୍ଗବାଡ଼ି ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା। ୪୮ ଘଣ୍ଟା ପାଇଁ ଦାରିଙ୍ଗବାଡ଼ି ପଞ୍ଚାୟତକୁ ଅଞ୍ଚଳକୁ ସଡ଼ ଡାଉନ ଘୋଷଣା କଲେ ସରପଞ୍ଚ ରାଧାକାନ୍ତ ପ୍ରଧାନ। ଆଜି ସନ୍ଧ୍ୟା ୫ ଟା ରୁ ୨୩ ତାରିଖ ସନ୍ଧ୍ୟା ୫ ଟା ଯାଏ ଦାରିଙ୍ଗବାଡ଼ି ପଞ୍ଚୟତ ଅଞ୍ଚଳ ସମ୍ପୂର୍ଣ୍ଣ ସଡ଼ ଡାଉନ। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଲୋକେ ଘରରୁ କେହି ବାହାରିବେ ନାହିଁ କଡ଼ାକଡ଼ି ଭାବେ ଏହି ନିୟମକୁ ପାଳନ କରିବାକୁ ସେ ଡାକବାଜି ଯନ୍ତ୍ରଦ୍ୱାରା ଘୋଷଣା କରିଛନ୍ତି।

Advertisement