Friday, September 18, 2026
ADVERTISEMENT
Home ଆଞ୍ଚଳିକ ଇଚ୍ଛାପୁର ବୋର୍ଡର ଗୋମାଂସ ଜବତ

ଇଚ୍ଛାପୁର ବୋର୍ଡର ଗୋମାଂସ ଜବତ

530
ADVERTISEMENT

ବ୍ରହ୍ମପୁର/ ଇଚ୍ଛାପୁର , ୨୧-୦୬{ଗୁରୁ ପ୍ରସାଦ ପଟନାୟକ}: ଗୋମାଂସ ଜବତ ଇଚ୍ଛାପୁର ବୋର୍ଡର ନିକଟସ୍ଥରେ ଏକ ଗୋମାଂସ ବୋଜେଇ ଟ୍ରକ୍ କଲିକତାରୁ ବାହାରି ଚେନ୍ନଇ ଅଭିମୁଖେ ଗ୍ରସ୍ତ କରିବା ସମୟରେ ଗଞ୍ଜାମ ବିଭାଗ ବଜରଙ୍ଗ ଦଳ କର୍ମୀ ଖବର ପାଇ ଗାଡ଼ିଟି କୁ ଅଟକାଇ ଥିଲେ । ସେଇଥିରେ ପ୍ରାୟ ୫୦ହଜାର କିଲଗ୍ରାମ ଗୋମାଂସ ଥିଲା ।

Advertisement