Friday, September 18, 2026
ADVERTISEMENT
Home ଜିଲ୍ଲା ବିଷଧର ସାପ କାମୁଡ଼ାରେ ଜଣେ ମୃତ

ବିଷଧର ସାପ କାମୁଡ଼ାରେ ଜଣେ ମୃତ

380
ADVERTISEMENT


ବଲାଙ୍ଗୀର, ୨୧-୦୬{ଦେବବ୍ରତ ଗୁରୁ}: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ । ବୌଦ୍ଧଜିଲ୍ଲା ମନୁମୁଣ୍ଡା ଥାନା ଅନ୍ତର୍ଗତ ଶାନ୍ତିପଲି ଗାଁର ୫୫ ବର୍ଷୀୟ ବିଭିଷଣ ବଘାର ରାତିରେ ଘରେ ଶୋଇଥିବା ବେଳେ ଏକ ବିଷଧର ଚିତି ସାପ କାମୁଡ଼ିଦେଇଥିଲା ।। ପାଖରେ ଶୋଇବା ଥିବା ପୁଅ ଗୋଟିଏ ଚିତି ସାପ,ଯାଉ ଥିବାର ଦେଖିଥିଲେ। ପ୍ରଥମେ ୧୦୮ କୁ ଯୋଗାଯୋଗ କରିଥିଲେ ୧୦୮ ଆସିବାରେ ବିଳମ୍ବ ହେବାରୁ ବାଇକ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisement