Tuesday, September 8, 2026
ADVERTISEMENT
Home Uncategorized ଝିଅ ଓ ବୋହୁଙ୍କ ମଧ୍ୟରେ ଫରକ କଣ ସଚେତନ ପାଇଁ ଏକ ଗୀତ

ଝିଅ ଓ ବୋହୁଙ୍କ ମଧ୍ୟରେ ଫରକ କଣ ସଚେତନ ପାଇଁ ଏକ ଗୀତ

1182
ADVERTISEMENT

କନ୍ଧମାଳ,୨୧-୦୬{ସୁରେଶ କୁମାର ପଣ୍ଡା}: ବାଲିଗୁଡ଼ା ନଗର ପାଟଖଣ୍ଡା ସାହିରେ ସଂଗ୍ରାମ ସାହାଣୀ ବୟସ ୩୭ ବର୍ଷ ସେ ତାଙ୍କ ପାଠ ପଢ଼ା ଜୀବନରୁ ହିଁ ଭଲ ଗୀତ ରଚନା କରନ୍ତି ସେ ଏବେ ଗୋଟିଏ ଗୀତ ଲେଖିଛନ୍ତି ଯାହା ଲୋକଙ୍କୁ ମନକୁ ମୁଗ୍ଧ କରିବ ଆସନ୍ତୁ ଜାଣିବା ସେହି ଗୀତଟି କଣ ଆଜି ଦିନରେ ଝିଅ ଟିଏ ଜନ୍ମ ହେଲେ ଘରେ ସେ ବହୁତ ଗେଲବସର ହୋଇ ବଢ଼ିଥାଏ କିନ୍ତୁ ବୋହୁ ହେଇ ଗଲା ପରେ ସେଠାରେ କିପରି ବ୍ୟବହାର ପାଇଥାନ୍ତି ସେ ଉପରେ ଗୀତ ଲେଖିଛନ୍ତି ଆଶା କରୁଛୁ ଗୀତଟି ନିଶ୍ଚୟ ପଢ଼ିବେ ବୋଲି |

Advertisement