Sunday, September 27, 2026
ADVERTISEMENT
Home କନ୍ଧମାଳ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଦୁର୍ବ୍ୟବହାର କରି ଫାର୍ମାସିଷ୍ଟ ଗିରଫ

ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଦୁର୍ବ୍ୟବହାର କରି ଫାର୍ମାସିଷ୍ଟ ଗିରଫ

788
ADVERTISEMENT

କନ୍ଧମାଳ,୨୧-୦୬{ସୁରେଶ କୁମାର ପଣ୍ଡା} ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଦୁର୍ବ୍ୟବହାର କରି ଫାର୍ମାସିଷ୍ଟ ଗରିଫ ହେବା ଘଟଣା କିଲାମାହା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨0୧୪ ମସିହାରେ ଵିନ୍ଦୁଲତା ପ୍ରଧାନ ସ୍ୱାମୀ ଜୟଜୀତ ପ୍ରଧାନ ଗ୍ରାମ ଗୁଟିଙ୍ଗିଆ ଥାନା ଜି ଉଦୟଗିରି ଜୈନ କରିଥିଲେ ଏହାପରେ ସେ ଡେପୁଟେସନରେ ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି, ବାଲିଗାଡ଼ା, ଗାନ୍ଦ୍ରୀଗାଁ ପଞ୍ଚାୟତରେ କାର୍ଯ୍ୟ କରି କିଲାମାହା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜୈନ କରିବା ପରେ ୨0୧୮ରେ ଡ଼ିଏଚପିଇ ତାଲିମ ପାଇଁ ଦିଲ୍ଲୀ ଚାଲିଗଲି ତାଲିମ ସାରି ଫେରିବା ଦିନ ଠାରୁ ମୋତେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥାନ୍ତି ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ପ୍ରଭାତ ଦାଶ ମହିଳା ଜଣକ ସହ୍ୟ ନ କରିବାରୁ ଏନେଇ ସାରଙ୍ଗଡ଼ ଥାନାରେ ଅଭିଯୋଗ କରିଥିଲେ ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କେଡ଼ ପ୍ରଭାତ ଦାଶଙ୍କ ନାମରେ ଏକ ମାମଲା ନମ୍ବର 37/2020ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି |

Advertisement