Friday, September 18, 2026
ADVERTISEMENT
Home କନ୍ଧମାଳ ସ୍ବେଛାସେବୀ ମହାସଂଘ ଦ୍ୱାରା ସ୍ବର୍ଗତ ଯମଜ ପରିଛାଙ୍କ ଶ୍ରଦ୍ଧାଞ୍ଜଳି ସଭା

ସ୍ବେଛାସେବୀ ମହାସଂଘ ଦ୍ୱାରା ସ୍ବର୍ଗତ ଯମଜ ପରିଛାଙ୍କ ଶ୍ରଦ୍ଧାଞ୍ଜଳି ସଭା

440
ADVERTISEMENT

କନ୍ଧମାଳ,୨୧-୦୬ {ସୁରେଶ କୁମାର ପଣ୍ଡା}: ଗତ କିଛିଦିନ ପୂର୍ବରୁ ସ୍ବେଛାସେବୀ ସେବି ସଂଘର ବରିଷ୍ଠ ତଥା ଆଇନଜୀବିଙ୍କ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା ତାଙ୍କର ଆତ୍ମାର ସଦ୍ଗତିଃ ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି ଏହି ସଭାକୁ ଆୟୋଜନ କରିଥିଲେ ସ୍ବେଛାସେବୀ ମହାସଂଘ ଫୁଲବାଣୀ ଯମଜ ପରିଚ୍ଛା ଗ୍ରାମ୍ୟ ପ୍ରଗତିର ସମ୍ପାଦକ ଥିଲେ ସଭାରେ ତାଙ୍କର ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ସାମ୍ପ୍ରତିକ ପରିସ୍ଥିତି ଓ ସୋସାଇଟି ପଞ୍ଜିକରଣ ଉପରେ ଆଲୋଚନା ହୋଇଥିଲା ଏହି ସଭା ବନବାସୀ ସେବା ସମିତି ବାଲିଗୁଡ଼ାର ତାଲିମ କେନ୍ଦ୍ର ଠାରେ ହେବାସହ ବୈଠକରେ ବନବାସୀ ସେବା ସମିତିର ସଭାପତି ଉତ୍ସବ ଜେନା ମହାସଂଘର ସଭାପତି ରବୀନ୍ଦ୍ର ପଣ୍ଡା, ସଂଯୋଜକ, ସମ୍ପାଦକ, କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ |

Advertisement