Friday, September 18, 2026
ADVERTISEMENT
Home ଆଞ୍ଚଳିକ ଅଶ୍ୱିନୀ କୁମାର ପ୍ରତାପଙ୍କ ଆଜି ଦିଲ୍ଲୀ ସ୍ଥିତ ଏକ ଘରୋଇ ମେଡିକାଲରେ କରୋନା ଜନିତ ରୋଗରେ...

ଅଶ୍ୱିନୀ କୁମାର ପ୍ରତାପଙ୍କ ଆଜି ଦିଲ୍ଲୀ ସ୍ଥିତ ଏକ ଘରୋଇ ମେଡିକାଲରେ କରୋନା ଜନିତ ରୋଗରେ ମୃତ୍ୟୁ

284
ADVERTISEMENT

ନୂଆଦିଲ୍ଲୀ/ଵ୍ରହ୍ମପୁର,୨୦-୦୬ (ବିଶ୍ୱରଂଜନ): ବଡ଼ମେଡିକଲରେ ଡାକ୍ତରୀ ପାଠ ଶେଷ କରି ଏବଂ ଏସପିମ ରେ ପିଜି କରିଥିବା ଛାତ୍ର ଅଶ୍ୱିନୀ କୁମାର ପ୍ରତାପ ଙ୍କ ଆଜି ଦିଲ୍ଲୀ ସ୍ଥିତ ଏକ ଘରୋଇ ମେଡିକାଲରେ କରୋନା ଜନିତ ରୋଗରେ ମୃତ୍ୟୁ ଘଟିଛି । ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଥିଲେ । କରୋନା ଲକ୍ଷଣ ତାଙ୍କ ଶରୀରରେ ଥିବା ନେଇ ସେ 4 ଦିନ ପୁର୍ବେ ଜାଣିବା ପରେ ତୁରନ୍ତ ସ୍ୱାବ ଟେଷ୍ଟ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସେଠାରେ କେହି ତାଙ୍କର ଟେଷ୍ଟ କରିନଥିବା ଅଭିଯୋଗ ହୋଇଛି । ତେବେ ଗତକାଲି ତାଙ୍କର ସ୍ୱାବ ଟେଷ୍ଟ କରିବା ବେଳେ ପୋଜିଟିଭ ଆସିଥିଲା । ଏବଂ ସେ ଗୁରୁତର ହୋଇ ଯାଇଥିଲେ । ଏପରିକି ICU BED ମଧ୍ୟ ମିଳିନଥିଲା । ଶେଷରେ 39 ବର୍ଷ ବୟସରେ ଆଜି ଦିନ 11 ଟା ରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରିପୋର୍ଟ

Advertisement