ବଲାଙ୍ଗୀର ସ୍ଥିତ ତଲପାଲି ରେ ଜଳ ଯୋଗାଣ କେନ୍ଦ୍ରରେ ଦୁର୍ନୀତି

233
ADVERTISEMENT


ବଲାଙ୍ଗୀର, ୨୦। ୬(ସୁନୀଲ ତ୍ରିପାଠୀ): ବଲାଙ୍ଗୀର ତଲପାଲି ରେ ଜଳ ଯୋଗାଣ କେନ୍ଦ୍ରରେ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ସେଥିରେ ସୁରକ୍ଷା ପାଇଁ ଉଚ୍ଚବାଡ଼ ଦିଆଯାଇଛି କିନ୍ତୁ ସେହି ବାଡ଼ ସୁରକ୍ଷିତ ନାହିଁ । ଘଟଣା ଟି ହେଉଛି ତାଲପାଲି ପଡ଼ାର ଜଳ ଯୋଗାଣ କେନ୍ଦ୍ରର । ସେଠାରେ ନିର୍ମାଣ କରାଯାଇଥିବା ବାଡ଼ ଟି ମାତ୍ର ୪-୫ ବର୍ଷ ନ ପୁରୁଣୁ ଗତକାଲିର ଅସରାଏ ବର୍ଷାରେ ଭୁଶୁଡ଼ି ପଡିଛି। ନିର୍ମାଣ ସଂସ୍ଥା ଓ ବିଭାଗ, କିଭଳି ଭାବେ ନିର୍ମାଣ ହେଲା ଏବଂ ବିଭାଗ କାର୍ଯ୍ୟ ତଦାରଖ କରିଥିଲେ । ଯେ ଭଙ୍ଗା ବାଡ଼ ଆଜି ଦେଖିବାକୁ ମିଳିଲା। ଭାଗ୍ୟ ଭଲ କୌଣସି ଜନ ଜୀବନ ହାନି ହୋଇ ନାହିଁ। ନିମ୍ନମାନର ନିର୍ମାଣ କାମ ପାଇଁ ଜନଅସନ୍ତୋଷ ଦେଖାଦେଇଛି।

Advertisement