Friday, November 6, 2026
ADVERTISEMENT
Home ଆଞ୍ଚଳିକ ଭାରତ ଚୀନ୍ ସୀମାରେ ସହିଦ୍ ହୋଇଥିବା ବୀର ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

ଭାରତ ଚୀନ୍ ସୀମାରେ ସହିଦ୍ ହୋଇଥିବା ବୀର ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

304
ADVERTISEMENT


ଆସ୍କା, ୧୯ ।୬(କାଳୁ ଚରଣ ପାତ୍ର ): ଭାରତ ଚୀନ୍ ସୀମାରେ ସହିଦ୍ ହୋଇଥିବା ସମସ୍ତ ଭାରତୀୟ ଜବାନମାନଙ୍କୁ ମାନନୀୟା ଆସିକା ବିଧାୟୀକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ଯୁବନେତା ଶ୍ରୀଯୁକ୍ତ ନିଶିକାନ୍ତ ସ୍ୱାଇଁ ଏବଂ ବହୁ ନେତୃବୃନ୍ଦ ଙ୍କ ତରଫରୁ ବରଗାଁ ଠାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।

Advertisement