ବଲାଙ୍ଗୀର, ୧୯ ।୬(ଦେବବ୍ରତ ଗୁରୁ ): ଚୀନ୍ ସହ ସଂଘର୍ଷରେ ରେ ଶହୀଦ ହୋଇ ଥିବା ଚନ୍ଦ୍ର କାନ୍ତ ପ୍ରଧାନ ଓ ସହିଦ୍ ନନ୍ଦ ରାମ ସୋରେନ ଙ୍କର ଅମର ଆତ୍ମାର ସଦଗତି ପାଇଁ ଲୋଇସିଂହା ଷ୍ଟେଡିୟମ ଠାରେ ସୈନିକ କ୍ଳବ ଏବଂ ସଂକଳ୍ପ ପରିବାର ତରଫ୍ରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସେଠାରେ ଲୋଇସିଂହା ମାହେଶ୍ୱରି ସଂଗଠନ ମଧ୍ୟ ଯୋଗଦାନ କରି ସହିଦ ହୋଇ ଥିବା ଆମ ବୀର ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ।



















