Friday, September 18, 2026
ADVERTISEMENT
Home କନ୍ଧମାଳ ବୀର ସହିଦଙ୍କ ମହମବତୀ ଶୋଭାଯାତ୍ରା

ବୀର ସହିଦଙ୍କ ମହମବତୀ ଶୋଭାଯାତ୍ରା

454
ADVERTISEMENT

କନ୍ଧମାଳ, ୧୮-୦୬ (ପ୍ରଶାନ୍ତ କୁମାର ପାତ୍ର): କ ନୂଆଗାଁ ର ସାରଙ୍ଗଡ ପଞ୍ଚାୟତ ଠାରେ ଉଭୟ ସାରଙ୍ଗଡ ଓ ବଣ୍ଡଗୁଡା ପଞ୍ଚାୟତ ର ଅଞ୍ଚଳ ବାସୀ ମିସି ସହିଦ ଚନ୍ଦ୍ର କାନ୍ତ ପ୍ରଧାନ ଓ ସହିଦ୍ ନନ୍ଦ ରାମ ସୋରେନ ଙ୍କର ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ କେଣ୍ଡେଲ ଯାତ୍ରା କରି ସହିଦ ଆତ୍ମା ଅମର ରହେ ବୋଲି ଶ୍ଳାଗ ଦେବା ସହ ଚାଇନା ଜିନିଷ ବର୍ଜନ କରିବାପାଇଁ ସର୍ବସାଧାରଣରେ ଙ୍କୁ ପ୍ରରଣା ଦେଇଥିଲେ। ସମାଜ ସେବା ବିଷ୍ଣୁ ପ୍ରିୟା କହଁର, ବାଳକୃଷ୍ଣ ପ୍ରଧାନ, ସହଦେବ ପାତ୍ର, ସମୀର ପଟ୍ଟନାୟକ, ବାପୁନୀ ପଣ୍ଡା, ଅଭିମନ୍ୟୁ ସାହୁ,ରାକେଶ କୋଠଦଲାଇ, ମୁକ୍ତ କୋଠଦଲାଇ, ଅଶ୍ମିନ ପାତ୍ର ଆଦି ବହୁ ଗଣମାନ୍ୟ ବ୍ୟକ୍ତି ଦେଶର ସ୍ବଦେଶୀ ଜିନିଷ ବ୍ୟବହାର କରିବା ଓ ସମସ୍ତ ସହିଦ ମାନଙ୍କ ଅମର ଆତ୍ମାର ସଦଗତି ସହ ଚୀନ କୁ ଉଚିତ ଜବାବ ଦେବା ଦରକାର ବୋଲି ମତବ୍ଯକ୍ତ ଦେଇ ଚାଇନା ର ପତାକା କୁ ଲୋଡିଥିଲେ। ପ୍ରଶାନ୍ତ ତରଫରୁ ଆଇଆଇସି ଅନିତା କିଲୋ,ସବଇନ୍ସପେକ୍ଟର ରଶ୍ମିତା ସାମଲ ଓ ପୋଲିସ ବାହିନୀ ଦୂରତା ମାକ୍ସ ଓ ଶାନ୍ତି ବିଶୃଖଂଳା ଉପରେ ଗୁରୁତ୍ୱ ଦେଇଥିଲେ।

Advertisement