ବଲାଙ୍ଗୀର, ୧୮।୬(ଦେବବ୍ରତ ଗୁରୁ): ଆଜି ପାଟଣାଗଡ଼ରେ ବିରୋଧ ପ୍ରଦର୍ଶନ କରିଛନ୍ତି । କୋସଲ ଯୁବ ସମନ୍ବୟ ସମିତି ଓ କୋସଲ ମହିଲା ମୋର୍ଚା ପାଟଣାଗଡ଼। ନବୀନ ପଟ୍ଟନାୟକ, ଶୁଶାନ୍ତ ସିଂ ଓ ବନ୍ଦେ ଉତ୍କଲ ଜନନୀ ର କୁଶପୁତ୍ତଲିକା ଦାହ କରି ଆନ୍ଦୋଲନ କାରି, ରାଜ୍ୟ ସଙ୍ଗିତ ମାନ୍ୟତା ଫେରେଇନେବା ପାଇଁ ଉପଜିଲ୍ଲାପାଲ ଙ୍କୁ ଦେଲେ ଦାବିପତ୍ର।


















