ବଲାଙ୍ଗୀର, ୧୮।୬(ଦେବବ୍ରତ ଗୁରୁ ): ସମ୍ପ୍ରତି କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଥିବା ଋଣ ସମ୍ପୂର୍ଣ୍ଣ ଛାଡ଼ କରିବା ଦାବିରେ ଜିଲ୍ଲା ମହିଳା କଂଗ୍ରେସ ବଲାଙ୍ଗୀର ଦ୍ୱାରା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଗଲା।



















