ଛତ୍ରପୁର,୧୮/୬(ବିଶ୍ୱରଞ୍ଜନ):ଛତ୍ରପୁର ନିକଟସ୍ଥ ମୁନିସିପେଣ୍ଠରେ କାର୍ଯ୍ୟରତ ଫାର୍ମାସିଷ୍ଟ ସନ୍ତୋଷ ପ୍ରଧାନଙ୍କ ଟ୍ରକ ଧକ୍କାରେ ମୃତ୍ୟୁ । ସେ କାମ ସାରି ମୁନିସିପେଣ୍ଠରୁ ଵ୍ରହ୍ମପୁର ଅଯୋଧ୍ୟା ନଗର ଫେରୁଥିବା ବେଳେ ଗଞ୍ଜାମ ଢ଼ାବା ନିକଟରେ ଏକ ଟ୍ରକ ସହ ଧକ୍କା ହୋଇ ମୃତ୍ୟୁ ଘଟିଛି ! ତାଙ୍କର ଦୁଇଟି ଝିଅ ଅଛନ୍ତିI ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି !


















